ଆଫ୍ରିକା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଆଫ୍ରିକା
Africa (orthographic projection).svg Africa
କ୍ଷେତ୍ରଫଳ 30,221,532 km2 (11,668,599 sq mi)
ଲୋକସଁଖ୍ୟା 1,022,234,000[୧] (2010, ଦ୍ଵିତୀୟ)
ଲୋକସଁଖ୍ୟାର ଘନତା 30.51/km2 (about 80/sq mi)
ରାଷ୍ଟ୍ରିଅତା African
ଦେଶ ୫୬ (List of countries)
ଅଧିନରେ ଥିବା ଜାଗା
ଭାଷା Languages of Africa
ସମୟ ଜୋନ UTC-1 to UTC+4
ନଗର List of metropolitan areas in Africa
List of cities in Africa

ଆଫ୍ରିକା ପୃଥିବୀର ଦ୍ଵିତୀୟ ସର୍ବବୃହତ ମହାଦେଶ ।ଏହା ପୃଥିବୀର ୬% ଅଂଶ ଓ ସ୍ଥଳଭାଗର ୨୦.୪% ସ୍ଥାନ ଅଧିକାର କରିଛି ।[୨]

ଏସିଆ ପରେ ଏହା ଦ୍ଵିତୀୟ ଜନବହୁଳ ମହାଦେଶ । ପୃଥିବୀର ୧୪.୭୨ ଭାଗ ଲୋକ ଏଠାରେ ବାସ କରନ୍ତି । ଏଠାରେ ଅଧିକାଂଶ ଲୋକଙ୍କର ରଙ୍ଗ କଳା[ଆଧାର ଲୋଡ଼ା]

ଆଫ୍ରିକାର ମାନଚିତ୍ର


ଆଧାର[ସମ୍ପାଦନା]

  1. "World Population Prospects: The 2010 Revision" United Nations (Department of Economic and Social Affairs, population division)
  2. Sayre, April Pulley. (1999) Africa, Twenty-First Century Books. ISBN 0-7613-1367-2.

ଅଧିକ ତଥ୍ୟ[ସମ୍ପାଦନା]

ଇତିହାସ
ଖବର
ଭ୍ରମଣ