ଯୁକ୍ତରାଷ୍ଟ୍ର ଆମେରିକା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଯୁକ୍ତରାଷ୍ଟ୍ର ଆମେରିକା
ଆମେରିକା
Horizontal tricolour flag (deep saffron, white, and green). In the centre of the white is a navy blue wheel with 24 spokes. Three lions facing left, right,and toward viewer, atop a frieze containing a galloping horse, a 24-spoke wheel, and an elephant. Underneath is a motto "सत्यमेव जयते".
ରାଷ୍ଟ୍ରାଦର୍ଶ : "In God we trust"

"In God we trust
[୧]
ଜାତୀୟ ସଙ୍ଗୀତ

The Star-Spangled Banner

Image of globe centred on India, with India highlighted.
ଗାଢ଼ା ସବୁଜ: ଆମେରିକା ଅଧିନରେ ଥିବା ପ୍ରଶାସନିକ ଭୂମି ;
ହାଲୁକା ସବୁଜ: ଆମେରିକା ଅଧୀନରେ ଥିବା ଅଣପ୍ରଶାସନିକ ଭୂମି
ରାଜଧାନୀ ୱାଶିଂଟନ ଡି. ସି.
28°36.8′N 77°12.5′E / 28.6133°N 77.2083°E / 28.6133; 77.2083
Largest city ନିଉ ୟର୍କ
ରାଜ ଭାଷା
ସରକାରୀ ଭାଷା
ଜାତୀୟ ଭାଷା କେଉଁଟି ନାହିଁ ସମ୍ବିଧାନ[୩]
ସରକାର ଗଣତନ୍ତ୍ର ସାଂସଦୀୟ ଗଣତନ୍ତ୍ର
ସମ୍ବିଧାନ ଗଣତନ୍ତ୍ର [୪]
 -  ରାଷ୍ଟ୍ରପତି ବରାକ ଓବାମା (ଡେମୋକ୍ରାଟ)
 -  ଉପ-ରାଷ୍ଟ୍ରପତି ଜୋ ବାଇଡେନ (ଡେମୋକ୍ରାଟ)
 -  ବାଚସ୍ପତି ଜୋ ବେଇନର
 -  ମୁଖ୍ୟ ବିଚାରପତି ଜନ ରୋବର୍ଟ୍ସ
ବିଧାନମଣ୍ଡଳ କଂଗ୍ରେସ
 -  ରାଜ୍ୟସଭା ସିନେଟ
 -  ଲୋକସଭା ହାଉସ ଅଫ ରିପ୍ରେଜେନ୍ଟେଟିଭ
ସ୍ଵାଧୀନତା ବ୍ରିଟେନ ଠାରୁ 
 -  ଘୋଷଣା କରାଗଲା ୪ ଜୁଲାଇ ୧୭୭୬ 
କ୍ଷେତ୍ରଫଳ
 -   km2 (୩ୟ / ୪ଥ)
 ବର୍ଗ ମି 
 -  ଜଳଭାଗ (%) ୬.୭୬
ଲୋକସଂଖ୍ୟା
 -   census ୩୧୬,୩୧୮,୦୦୦ (୩ୟ)
 -  ଘନତା ୩୪.୨/କିମି (୧୭୯ ତମ)
./ବର୍ଗ ମି
ମୋଟ ଘରୋଇ ଉତ୍ପାଦ (କ୍ରୟ ଶକ୍ତି ସମାନତା) ୨୦୧୨ ଅନୁମାନ
 -  ସର୍ବମୋଟ $୧୫.୬୮୫ ଲକ୍ଷ କୋଟି[୫] (୧ ମ)
 -  ମୁଣ୍ଡପିଛା ହାର ହିସାବରେ $୪୯,୯୨୨ (୬ଷ୍ଠ)
ମୋଟ ଘରୋଇ ଉତ୍ପାଦ (ଆକଳନ କରାଯାଇଥିବା) ୨୦୧୦ ଆକଳନ
 -  ସର୍ବମୋଟ $୧.୫୩୮ ଲକ୍ଷ କୋଟି[୫] (୧୦ମ)
 -  ପ୍ରତିଟି ମଣିଷ $୧,୨୬୫[୫] 
ଜିନି (୨୦୦୯) ୪୭.୭ (୩୯ତମ)
ମାନବ ବିକାଶ ସୂଚନାଙ୍କ (୨୦୧୦) increase୦.୯୩୭ (ମଧ୍ୟମ) (୩ୟ)
ମୁଦ୍ରା ଡଲାର ($) (ଛାଞ୍ଚ:USD) (USD)
ସମୟ ମଣ୍ଡଳ (ଇଉଟିସି-୫ ରୁ -୧୦)
 -  ଖରାଦିନ (ଡ଼ିଏସଟି)  (ଇଉଟିସି-୪ ରୁ -୧୦)
ତିଥି ଗଠନ ମାସ/ଦିନ/ବର୍ଷ (ଖ୍ରିଷ୍ଟ ପର)
ରାସ୍ତାର ଏପାଖରେ ଚାଲନ୍ତୁ ଡାହାଣ
ଇଣ୍ଟରନେଟ ଟିଏଲଡ଼ି .us   .gov   .mil   .edu
ଫୋନ କୋଡ଼ +୧


ଆମେରିକା ,ଉତ୍ତର ଆମେରିକା ରେ ଥିବା ଏକ ପ୍ରଧାନ ଦେଶ। ୫୦ଟି ରାଜ୍ୟକୁ ଏକାଠି ନେଇ ତିଆରି,ଏହା ଏକ ସଙ୍ଘୀୟ ଗଣରାଜ୍ୟ। ଏହା ମଧ୍ୟରୁ ୪୮ଟି ରାଜ୍ୟ ଓ ରାଜଧାନୀ ୱାଶିଂଟନ ଡି. ସି. ଗୋଟିଏ ଭୂଖଣ୍ଡରେ ଅବସ୍ଥିତ।ଏହା ଛଡା ଉତ୍ତର ପଶ୍ଚିମରେ ଆଲାସ୍କା ଓ ପଶିମରେ ହାୱାଇ ଦ୍ଵୀପପୁଞ୍ଜକୁ ମିଶାଇ ୫୦ଟି ରାଜ୍ୟ ବୋଲି ଗଣାଯାଏ।

ଇତିହାସ[ସମ୍ପାଦନା]

ଭୂଗୋଳ[ସମ୍ପାଦନା]

ଯୁକ୍ତରାଷ୍ଟ୍ର ଆମେରିକାର ରାଜ୍ୟଗୁଡିକର ତାଲିକା[ସମ୍ପାଦନା]

ମୂଳ ଭୂଖଣ୍ଡରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଜ୍ୟଗୁଡିକ ହେଲା.।

  1. ଆଲାବାମା
  2. ଆରିଜୋନା
  3. ଆରକାନ୍ସା
  4. କଲିଫୋର୍ନିଆ
  5. କଲୋରାଡୋ
  6. କନେକ୍ଟିକଟ
  7. ଡେଲାୱେର
  8. ଫ୍ଲୋରିଡା
  9. ଜର୍ଜିୟା
  10. ଆଇଡାହୋ
  1. ଈଲିନୋୟ
  2. ଇଣ୍ଡିଆନା
  3. ଆଇଓୱା
  4. କାନ୍ସାସ୍
  5. କେନ୍ଟକି
  6. ଲୁଇସିଆନା
  7. ମେଇନ
  8. ମେରିଲ୍ୟାଣ୍ଡ
  9. ମାସାଚୁସେଟ୍ସ
  10. ମିଶିଗାନ
  1. ମିନେସୋଟ୍ଟା
  2. ମିସିସିପି
  3. ମିସୋରି
  4. ମନ୍ଟାନା
  5. ନେବ୍ରାସ୍କା
  6. ନେୱାଡା
  7. ନିଉ ହାମ୍ପସାୟାର
  8. ନିଉ ଜର୍ସି
  9. ନିଉ ମେକ୍ସିକୋ
  10. ନିଉ ୟର୍କ
  1. ନର୍ଥ କାରୋଲିନା
  2. ନର୍ଥ ଡାକୋଟା
  3. ଓହାଇଓ
  4. ଓକ୍ଲାହାମା
  5. ଓରେଗନ
  6. ପେନସିଲଭିନିୟା
  7. ରୋଡ ଆଇଲ୍ୟାଣ୍ଡ
  8. ସାଉଥ କାରୋଲିନା
  9. ସାଉଥ ଡାକୋଟା
  10. ଟେନେସି
  1. ଟେକ୍ସାସ
  2. ୟୁଟାହ
  3. ଭେରମଣ୍ଟ
  4. ଭର୍ଜିନିଆ
  5. ୱାଶିଂଟନ(ରାଜ୍ୟ)
  6. ୱେଷ୍ଟ ଭର୍ଜିନିଆ
  7. ୱିସକୋସିନ
  8. ୱାୟୋମିଙ୍ଗ

ଅନ୍ୟ ଭୂଖଣ୍ଡ ଓ ସମୁଦ୍ରରେ ଥିବା ରାଜ୍ୟଗୁଡିକ ହେଲା ୪୯. ଆଲାସ୍କା ୫୦. ହାୱାଇ ଦ୍ଵୀପ

ଏହା ଛଡା ଆମେରିକାର ରାଜଧାନୀ ୱାଶିଂଟନ ଡି. ସି. ସହର ଏକ ସଙ୍ଘୀୟ ରାଜ୍ୟ ଅଟେ।

ଧର୍ମ[ସମ୍ପାଦନା]

ଆମେରିକୀୟ ସଙ୍ଘୀୟ ବ୍ୟବସ୍ଥା ଏହାର ନାଗରିକ ମାନଙ୍କୁ ଯେ କୌଣସି ଧର୍ମରେ ବିଶ୍ଵାସ କରିବା ଓ ନିଜ ଇଚ୍ଛା ଅନୁସାରେ ଧର୍ମ ପରିବର୍ତନ କରିବାକୁ ସ୍ଵାଧୀନତା ଦେଇଥାଏ। ତେବେ ଖ୍ରୀଷ୍ଟ ଧର୍ମ ଏହି ଦେଶର ପ୍ରଧାନ ଧର୍ମ ଅଟେ। ୨୦୦୭ର ଏକ ସର୍ଭେ ଅନୁସାରେ ଆମେରିକାର ପ୍ରାୟ ୭୮.୪% ବୟସ୍କ ଲୋକ ଖ୍ରୀଷ୍ଟ ଧର୍ମ ଅବଲମ୍ବନ କରନ୍ତି। ଏହୋ ସଂଖ୍ୟା ୧୯୯୦ ରେ ପ୍ରାୟ ୮୪.୬% ଥିଲା।

ଭାଷାର ନାମ ବ୍ୟବହାରକାରୀ (%)
ଖ୍ରୀଷ୍ଟ ପ୍ରୋଟେଷ୍ଟାଣ୍ଟ ୫୧.୩
ଖ୍ରୀଷ୍ଟ ରୋମାନ କଥୋଲିକ ୨୩.୯
ଖ୍ରୀଷ୍ଟ (ଅନ୍ୟାନ୍ୟ) ୨୩.୩
ୟହୁଦି( ଜିଉ) ୧.୭
ବୌଦ୍ଧ ୦.୭
ଇସ୍‌ଲାମ ୦.୬
ହିନ୍ଦୁ ୦.୪
ଅନ୍ୟାନ୍ୟ ୧.୨
କୌଣସି ଧର୍ମ ଅବଲମ୍ବନ କରନ୍ତି ନାହିଁ ୧୬.୧

ପ୍ରଶାସନିକ ବିଭାଜନ[ସମ୍ପାଦନା]

ଭାଷା[ସମ୍ପାଦନା]

ଆମେରିକୀୟ ସଙ୍ଘୀୟ ବ୍ୟବସ୍ଥାରେ କୌଣସି ସରକାରୀ ଭାଷାର ବ୍ୟବସ୍ଥା ନାହିଁ, ତଥାପି ଇଂଲିଶ ଏହାର ମୁଖ୍ୟ ଭାଷା ଅଟେ। ୨୦୧୦ ର ସର୍ଭେ ଅନୁସାରେ ଏହି ଦେଶରେ ୨୬୦ ମିଲିୟନ ବା ପ୍ରାଏ ୮୦% ଲୋକ ଘରେ କେବଳ ଇଂଲିଶ ବ୍ୟବହାର କରନ୍ତି। ଇଂଲିଶ ପରେ ସ୍ପାନିଶ, ଚାଇନିଜ, ଫ୍ରେଞ୍ଚ ଆଦି ଭାଷା ମଧ୍ୟ ଲୋକମାନେ ବ୍ୟବହାର କରନ୍ତି। ନିମ୍ନ ସରଣୀରେ କିଛି ମୁଖ୍ୟ ଭାଷାର ବ୍ୟବହାରକାରୀ ସଂଖ୍ୟା ଦିଆଗଲା।

ଭାଷାର ନାମ ବ୍ୟବହାରକାରୀ (ଜନସଂଖ୍ୟା ମିଲିୟନରେ)  %
କେବଳ ଇଂଲିଶ ୨୨୯.୭ ୮୦
ସ୍ପାନିଶ ୩୭ ୧୨.୭
ଚାଇନିଜ ୨.୮ ୦.୯
ଫ୍ରେଞ୍ଚ ୨.୧ ୦.୭୨
ଟାଗାଲୋଗ ୧.୬ ୦.୫୪
ଭିଏତନାମିସ ୧.୪ ୦.୪୮
ଇଟାଲିୟାନ ୧.୧ ୦.୩୭
କୋରିଆନ ୧.୧ ୦.୩୭
ଜର୍ମାନ ୧.୧ ୦.୩୭

ଆଧାର[ସମ୍ପାଦନା]

  1. "State Emblem -Inscription". National Informatics Centre (NIC). http://www.india.gov.in/knowindia/state_emblem.php. Retrieved 17 June 2007. 
  2. "The Union: Official Language". Ministry of Home Affairs, Government of India. National Informatics Centre(NIC). 2007. http://india.gov.in/knowindia/official_language.php. Retrieved 11 June 2009. 
  3. "There's no national language in India: Gujarat High Court". Times Of India. 2007-01-06. http://articles.timesofindia.indiatimes.com/2010-01-25/india/28148512_1_national-language-official-language-hindi. Retrieved 2011-03-29. 
  4. ୪.୦ ୪.୧ "India at a Glance". Know India Portal. National Informatics Centre(NIC). http://india.gov.in/knowindia/india_at_a_glance.php. Retrieved 7 December 2007. 
  5. ୫.୦ ୫.୧ ୫.୨ "India". International Monetary Fund. http://www.imf.org/external/pubs/ft/weo/2011/01/weodata/weorept.aspx?sy=2008&ey=2011&scsm=1&ssd=1&sort=country&ds=.&br=1&c=534&s=NGDPD%2CNGDPDPC%2CPPPGDP%2CPPPPC%2CLP&grp=0&a=&pr.x=49&pr.y=13. Retrieved 2011-04-21. 
  6. "Total Area of India" (PDF). Country Studies, India. Library of Congress – Federal Research Division. December 2004. Archived from the original on 26 February 2005. http://web.archive.org/web/20050226190554/http://lcweb2.loc.gov/frd/cs/profiles/India.pdf. Retrieved 3 September 2007. "The country’s exact size is subject to debate because some borders are disputed. The Indian government lists the total area as ୩୨,୮୭,୨୬୦ କିମି ( ବର୍ଗ ମି.) and the total land area as ୩୦,୬୦,୫୦୦ କିମି ( ବର୍ଗ ମି.); the United Nations lists the total area as ୩୨,୮୭,୨୬୩ କିମି ( ବର୍ଗ ମି.) and total land area as ୨୯,୭୩,୧୯୦ କିମି ( ବର୍ଗ ମି.)." 

ବାହାର ଫଟୋ[ସମ୍ପାଦନା]

ସରକାର
  • Official U.S. Government Web Portal Gateway to government sites
  • House Official site of the United States House of Representatives
  • Senate Official site of the United States Senate
  • White House Official site of the President of the United States
  • [[[:ଛାଞ୍ଚ:SCOTUS URL]] Supreme Court] Official site of the Supreme Court of the United States
ଇତିହାସ
ମାନଚିତ୍ର