୧୬ ଜୁନ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
୧୦ ୧୧ ୧୨ ୧୩
୧୪ ୧୫ ୧୬ ୧୭ ୧୮ ୧୯ ୨୦
୨୧ ୨୨ ୨୩ ୨୪ ୨୫ ୨୬ ୨୭
୨୮ ୨୯ ୩୦
  ୨୦୧୫ (ମଙ୍ଗଳବାର)
  ୨୦୧୪ (ସୋମବାର)
  ୨୦୧୩ (ରବିବାର)
  ୨୦୧୨ (ଶନିବାର)
  ୨୦୧୧ (ଗୁରୁବାର)
  ୨୦୧୦ (ବୁଧବାର)
  ୨୦୦୯ (ମଙ୍ଗଳବାର)
  ୨୦୦୮ (ସୋମବାର)
  ୨୦୦୭ (ଶନିବାର)
  ୨୦୦୬ (ଶୁକ୍ରବାର)

ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୬ ଜୁନ ବର୍ଷର ୧୬୭ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୧୬୮ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୯୮ ଦିନ ବାକି ଅଛି ।

ଘଟଣାବଳୀ[ସମ୍ପାଦନା]

  • . 1606-ଜହାଁଗୀର ର ଦିଲ୍ଲୀ ରାଜତ୍ଵକାଳରେ ସିଖ ଗୁରୁ ଅର୍ଜୁନ ଦେଵ ଙ୍କୁ ଲାହୌର (ପାକିସ୍ତାନ) ରେ ନିର୍ମମ ଭାବେ ହତ୍ୟା କରିଦିଆ ଯାଇଥିଲା ।
  • . 1858-ପ୍ରଥମ ଭାରତୀୟ ସ୍ଵଧୀନତା ସଂଗ୍ରାମ ସମୟରେ ମୋରାର ଠାରେ ଯୁଦ୍ଧ ଆରମ୍ଭ ହେଲା ।
  • . 1903-ଫୋର୍ଟ ମୋଟର କମ୍ପାନୀ କାର୍ଯ୍ୟକ୍ଷମ ହେଲା ।
  • . 1923- ସାଇବେରିଆ ର ୟାକୁଟ ଵିଦ୍ରୋହ ତଥା ରୂଷ ନାଗରିକ ଯୁଦ୍ଧ ସମାପ୍ତ ହେଲା ।
  • . 1924- ଚୀନରେ ବମପୋଆ ସୈନ୍ୟ ଏକାଡମୀର ସ୍ଥାପନା ହେଲା ।
  • . 1976-ଦକ୍ଷିଣ ଅଫ୍ରିକା ରେ ଟୋଏଟା ଠାରେ ଦସ ହଜାର କଳା ସ୍କୂଲୀ ଛାତ୍ର ସ୍କୁଲ ଗୁଡିକ ରେ ମିଳୁଥିବା ନିମ୍ନ ଗୁଣବତ୍ତା ର ଶିକ୍ଷା ଵିରୋଧ ରେ ତଥା ନିଜ ଭାଷା ରେ କଥା ଅଧିକାର ପାଇବା ପାଇଁ ପ୍ରାୟଃ ଅଧା ମୀଲ ଲଂବା ପ୍ରଦର୍ଶନ କରିଥିଲେ । ଫଳରେ 100 ରୁ ଅଧିକ ଛାତ୍ର ପୁଲିସ ଗୁଳିର ଶିକାର ହେଲେ ଏବଂ ହଜାର ରୁ ଅଧିକ ଆଘାତ ହୋଇଥିଲେ ।
  • . 1997-ଅଲ୍ଜୀରିଆ ରେ ନରସଂହାର ହେଲା ରୁ ଏଥିରେ 50 ଲୋକଙ୍କର ମୃତ୍ୟୁ ହୋଇଯାଇଥିଲା ।

ଜନ୍ମ[ସମ୍ପାଦନା]

  • ୧୭୨୩: ଆଡାମ ସ୍ମିଥ, ସ୍କଟିସ ଦାର୍ଶନିକ (ମୃତ୍ୟୁ: ୧୭ ଜୁଲାଇ ୧୭୯୦)

ଦେହାନ୍ତ[ସମ୍ପାଦନା]

ପର୍ବପର୍ବାଣୀ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]