ରବିବାର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
  • ରବିବାର ହେଲା ସପ୍ତାହର ଏମିତି ଏକ ଦିନ ଯାହା ଶନିବାର ଆଉ ସୋମବାର ମଝିରେ ଆସେ ।
  • ରବିବାର ହେଉଛି ସୂର୍ଯ୍ୟଦେବଙ୍କ ବାର । ଏହିଦିନ ସୂର୍ଯ୍ୟଙ୍କୁ ଧ୍ୟାନ କରି ବ୍ରତ ରଖିବା ସହିତ ସାତ୍ତ୍ଵିକ ଲୁଣବିହୀନ ଖାଦ୍ୟ ଗ୍ରହଣ କରିବା ଉଚିତ ।
  • ପୃଥିବୀସାରା ଏହା ଏକ ସାଧାରଣ ଛୁଟିଦିନ ।
  • ତେବେ ଗଲ୍ଫ/ଆରବି ଦେଶଗୁଡ଼ିକରେ ଏହି ଦିନରେ ଅଫିସ ସବୁ ଖୋଲା ରହେ ।

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]