ଅପ୍ରେଲ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
୧୦ ୧୧
୧୨ ୧୩ ୧୪ ୧୫ ୧୬ ୧୭ ୧୮
୧୯ ୨୦ ୨୧ ୨୨ ୨୩ ୨୪ ୨୫
୨୬ ୨୭ ୨୮ ୨୯ ୩୦

ଅପ୍ରେଲ ମାସ ଜୁଲିଆନ ଓ ଗ୍ରେଗୋରିଆନ କ୍ୟାଲେଣ୍ଡରରେ ବର୍ଷର ଚତୁର୍ଥ ମାସ

ପାଳିତ ଦିବସ[ସମ୍ପାଦନା]

ଉତ୍କଳ ଦିବସ (ଅପ୍ରେଲ ୧ )

ଜୟନ୍ତୀ[ସମ୍ପାଦନା]

ଏହି ମାସରେ ଜନ୍ମଗ୍ରହଣ କରିଥିବା କେତେଜଣ ଜଣାଶୁଣା ଓଡ଼ିଆ ଲୋକ ହେଲେ:

ଅନ୍ୟାନ୍ୟ[ସମ୍ପାଦନା]

  • ରବି ଶଙ୍କର (ସୀତାର ବାଦକ ଓ ସଙ୍ଗୀତଜ୍ଞ) ( ୭ ଅପ୍ରେଲ ୧୯୨୦)
  • ଚାର୍ଲୀ ଚାପ୍ଲିନ (ଅଭିନେତା) (୧୬ ଅପ୍ରେଲ ୧୮୮୯)
  • ଲିଓନାର୍ଡୋ ଦା ଭିଞି (୧୫ ଅପ୍ରେଲ ୧୪୫୨)
  • ଯୋଶେଫ୍ ପୁଲିତଜ଼େର୍ (ପୁଲିତଜ଼େର୍ ପୁରସ୍କାର ପ୍ରତିଷ୍ଠାତା) (୧୦ ଅପ୍ରେଲ୧୮୪୭)
  • ୱିଲଭର ରାଇଟ୍(ରାଇଟ୍ ଭ୍ରାତୃଦ୍ଵୟ)(୧୬ ଅପ୍ରେଲ ୧୮୬୭)
  • ସଚିନ ତେନ୍ଦୁଲକର (୨୪ ଅପ୍ରେଲ ୧୯୭୩)
  • ଆନ୍ଦ୍ରେ ଆଗାସୀ (ଟେନିସ୍ ଖେଳାଳୀ) (୨୯ ଅପ୍ରେଲ ୧୯୭୦)
  • ମାରିଆ ସରପୋଭା (ଟେନିସ୍ ଖେଳାଳୀ) (୧୯ଅପ୍ରେଲ୧୯୮୭)

ଶ୍ରାଦ୍ଧ[ସମ୍ପାଦନା]

ଏହି ମାସରେ ମୃତ୍ୟୁବରଣ କରିଥିବା କେତେଜଣ ଜଣାଶୁଣା ଓଡ଼ିଆ ଲୋକ ହେଲେ:

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]